Breaking PLUSଦେଶମୁଖ୍ୟ ଖବର
୯ ଜଣଙ୍କ ଉପରେ ଚଢ଼ିଗଲା ଡମ୍ପର; ୩ ମୃତ

ମହାରାଷ୍ଟ୍ର: ୯ ଜଣଙ୍କ ଉପରେ ଚଢ଼ିଗଲା ଡମ୍ପର; ୩ ମୃତ । ରାସ୍ତାକଡ଼ ଫୁଟ୍ପାଥ୍ରେ ଶୋଇଥିବା ବେଳେ ଚଢ଼ିଗଲା ଡମ୍ପର । ପୁଣେ ୱାଘୋଲି ଛକ ନିକଟ ଫୁଟ୍ପାଥ୍ରେ ଶୋଇଥିଲେ ୯ ଜଣ । ୨ ଶିଶୁ ସମେତ ୩ ମୃତ, ୬ ଗୁରୁତର ମେଡିକାଲରେ ଭର୍ତ୍ତି । ମୃତାହତ ସମସ୍ତେ ଶ୍ରମିକ । ଅମରାବତୀରୁ ଆସିଥିଲେ । ମଦ୍ୟପ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି ପୁଣେ ପୋଲିସ ।