Breaking PLUSଓଡ଼ିଶାମୁଖ୍ୟ ଖବର

ଶିମିଳିପାଳରେ ମାଈ ହାତୀର ମୃତ୍ୟୁ

ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ଏକ ମାଈ ହାତୀ ମରିପଡ଼ଥିବାର ଦେଖିବାକୁ ମିଳିଛି। ବାଙ୍ଗିରିପୋଷି ରେଞ ବ୍ରାହ୍ମଣ ଗାଁ ପଞ୍ଚାୟତ ବାଲିଆଢିପା ଶିମିଳିପାଳ ଜଙ୍ଗଲରେ ଏକ ମାଈ ହାତୀ ମରିପଡ଼ିଡିଥିବା ଦେଖିବାକୁ ମିଳିଛି। ଯାହାର ବୟସ ୩୫-୪୦ ବର୍ଷ ହେବ ବୋଲି ଜଣାପଡ଼ିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନବିଭାଗର ବାଙ୍ଗିରିପୋଷି ରେଞ୍ଜର ମହେଶ୍ୱର ସିଂ କହିଛନ୍ତି।

Show More

Related Articles

Back to top button