Breaking PLUSଓଡ଼ିଶାମୁଖ୍ୟ ଖବର
ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ

ଯାଜପୁର: ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ -ବିରଜା ହାଟକୁ ନେଇ ଯାଜପୁର ଜିଲ୍ଲାପାଳଙ୍କ ନିଷ୍ପତ୍ତି -୧୧ ମାସ ତଳେ ସନ୍ଥମାଧବକୁ ସ୍ଥାନାନ୍ତର ହୋଇଥିଲା ହାଟ -ପୁରୁଣା ସ୍ଥାନକୁ ଫେରିବା ପାଇଁ ଚାଷୀ, ବ୍ୟବସାୟୀ ଦାବି କରିଥିଲେ