Breaking PLUSଓଡ଼ିଶାମୁଖ୍ୟ ଖବର

ଲାଂଚ ନେବା ବେଳେ ଧରାପଡିଲେ ସିଡିପିଓ

ଲାଂଚ ନେବା ବେଳେ ଧରାପଡିଲେ ସିଡିପିଓ । ଲାଞ୍ଚ ନେଇ ବୁଧବାର ଭିଜିଲାନ୍ସ ଜାଲରେ ଗଞ୍ଜାମ ବେଗୁନିଆପଡା ସିଡିପିଓ ଫସିଛନ୍ତି । ଜଣେ ଅଙ୍ଗନବାଡ଼ି ପାଚିକାଙ୍କ ଦରମା ବିଲ୍ କରାଇ ଦେବାକୁ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ବେଗୁନିଆପଡା ସିଡିପିଓଙ୍କ କାର୍ଯ୍ୟାଳୟ ଭିତରୁ ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ସେହିପରି ଭିଜିଲାନ୍ସ ଟିମ୍ ସିଡିପିଓ କାର୍ଯ୍ୟାଳୟରେ କାଜଗପତ୍ର ଯାଞ୍ଚ କରିବା ସହ ସନ୍ଧ୍ୟାରାଣୀଙ୍କ ବାସଭବନରେ ଚଢାଉ କରିଛି।

Show More

Related Articles

Back to top button