Breaking PLUSଓଡ଼ିଶାମୁଖ୍ୟ ଖବର

ୱାକଫ ସଂଶୋଧନ ବିଲକୁ ବିଜେଡିର ବିରୋଧ

ଓ୍ବାକଫ୍‌ ସଂଶୋଧନ ବିଲ୍‌କୁ ବିରୋଧ କରିଛି ବିଜୁ ଜନତା ଦଳ। ରବିବାର ଓ୍ବାକଫ୍‌(ସଂଶୋଧନ) ବିଲ୍‌କୁ ବିରୋଧ କରି ରାଜଭବନ ନିକଟସ୍ଥ ସର୍କିଟ୍‌ ହାଉସ ସମ୍ମୁଖରେ ବିଜେଡି ସଂଖ୍ୟାଲଘୁ ସେଲ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା କରାଯାଇଛି। ନୂଆ ୱାକଫ ବିଲ୍‌ ଆସିଲେ ଦେଶରେ ହିନ୍ଦୁ ମୁସଲମାନଙ୍କ ଭିତରେ ବିଭେଦ ସୃଷ୍ଟି ହେବ ବୋଲି ଦଳ ଅଭିଯୋଗ କରିଛି।

Show More

Related Articles

Back to top button