Breaking PLUSଓଡ଼ିଶାମୁଖ୍ୟ ଖବର
ଥରାଉଛି ଜାଡ, 3 ଜିଲ୍ଲାରେ ଘନ କୁହୁଡି

ଥରାଉଛି ଜାଡ । ରାଜ୍ୟରେ ଶୀତର ପ୍ରକୋପ ବଢିବା ସହ କିଛି ସ୍ଥାନରେ ପ୍ରବଳ କୁହୁଡି ଅନୁଭୂତ ହେଉଛି । ତେବେ ଆଜି କୁହୁଡ଼ି ପାଇଁ ୩ ଜିଲ୍ଲାକୁ ସତର୍କତା ଜାରି କରାଯାଇଥିଲା। ସୁନ୍ଦରଗଡ଼, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାରେ ସକାଳେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି।
ଆଗାମୀ ୪ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ତେବେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ବଢ଼ିବ।