Breaking PLUSଓଡ଼ିଶାମୁଖ୍ୟ ଖବର

ମଦ୍ୟପର ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର

ଝରିଗାଁ: ମଦ୍ୟପର ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ପାଳିଆ ପଞ୍ଚାୟତ ବାସୁଦେବାଗୁଡ଼ାରେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ପାଟିତୁଣ୍ଡ କରୁଥିବା ମଦ୍ୟପକୁ ବୁଝାସୁଝା କରୁଥିବାବେଳେ ଗୁଳିମାଡ଼ ହୋଇଛି। ଏହି ଗୁଳିମାଡ଼ରେ ବୁଝାସୁଝା କରୁଥିବା ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବକ ନବରଙ୍ଗପୁର ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଗ୍ରାମବାସୀ ନିଶାସକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପୁଲିସ ଜିମାଦେଇଥିବା ଜଣାପଡ଼ିଛି।

Show More

Related Articles

Back to top button