Breaking PLUSଓଡ଼ିଶାମୁଖ୍ୟ ଖବର

ଐତିହାସିକ କଟକ ବାଲିଯାତ୍ରା ଆରମ୍ଭ

କଟକ-  ଐତିହାସିକ କଟକ ବାଲିଯାତ୍ରା ଶୁକ୍ରବାର ସନ୍ଧ୍ୟାରେ ଆରମ୍ଭ ହୋଇଛି। ପ୍ରତିବର୍ଷ ଭଳି ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କଟକରେ ଏହି ଐତିହାସିକ ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପରମ୍ପରା ଅନୁଯାୟୀ ମହାନଦୀ ଜଳରେ ବୋଟ ସାହାଯ୍ୟରେ ଆସି ବୈଷ୍ଣବ ପାଣି ମଞ୍ଚରେ ଯାତ୍ରାର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ୧୪ଟି ଦେଶର ରାଷ୍ଟ୍ରଦୂତ ମଧ୍ୟ ଏହି ଉଦଘାଟନରେ ସାମିଲ ହୋଇଥିଲେ।

Show More

Related Articles

Back to top button