Breaking PLUSଓଡ଼ିଶାମୁଖ୍ୟ ଖବର
ପୋଲିସ-ଆର୍ମି ବିବାଦ, ହାଜର ହେଲେ ମେଜର ଓ ବାନ୍ଧବୀ

ଭରତପୁର ଥାନା ପୋଲିସ-ଆର୍ମି ବିବାଦ ଘଟଣା । ଘଟଣାରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତି ଥିବା ସମସ୍ତଙ୍କୁ ହାଜର ପାଇଁ କମିସନ ନୋଟିସ ଜାରି କରିଥିଲେ । ଏହି କ୍ରମରେ ଆଜି ନିଲମ୍ବିତ ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ର, ଓକିଲ ସନ୍ଦୀପ ରାଜ ପଣ୍ଡା ହାଜର ହୋଇଛନ୍ତି । ଏହା ସହ ନିଲମ୍ବିତ ତିନି ମହିଳା ଥାନା କର୍ମଚାରୀଙ୍କ ପାଇଁ ଓକିଲ ରାଜକୁମାର ରାଉତ ହାଜର ହୋଇଛନ୍ତି । ସେହିପରି କମିଶନଙ୍କ ନିକଟରେ ହାଜର ହେଲେ ମେଜର ଓ ବାନ୍ଧବୀ ।