Breaking PLUSଓଡ଼ିଶାମୁଖ୍ୟ ଖବର

ସହିଦନଗର ବୋମାମାଡ ଘଟଣା, 2 ଅଟକ

ସହିଦନଗର ଓ୍ବିନର କ୍ଲବ ଉପରକୁ ବୋମାମାଡ଼ ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି। ସିସିଟିଭି କ୍ୟାମେରା ଫୁଟେଜ ଆଧାରରେ ପୁଲିସ ୨ ଜଣଙ୍କୁ ଧରିବାରେ ସଫଳ ହୋଇଛି। ଅନ୍ୟ ଅଭିଯୁକ୍ତମାନେ ଏଯାଏ ଧରାପଡ଼ି ନାହାନ୍ତି। ସେମାନଙ୍କୁ ଧରିବାକୁ ପୁଲିସ ଉଦ୍ୟମ ଚଳାଇଛି। ଶୁକ୍ରବାର ରାତିରେ ୩୦ରୁ ୪୦ ଯୁବକ ବାଇକରେ ଆସି ଓ୍ବିନର କ୍ଲବ ଉପରକୁ ୩ଟି ବୋମା ମାଡ଼ କରିବା ସହିତ କିଛି ବାଇକ ଏବଂ କାର ଭଙ୍ଗାରୁଜା କରି ଆତଙ୍କ ଖେଳାଇଥିଲେ। ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

Show More

Related Articles

Back to top button