Breaking PLUSଓଡ଼ିଶାମୁଖ୍ୟ ଖବର

ଖୋଲିଲା ହୀରାକୁଦ ଡ୍ୟାମର ଆଉ 2 ଗେଟ୍

ସମ୍ବଲପୁର-ଖୋଲିଲା ହୀରାକୁଦର ଆଉ 2ଟି ଗେଟ୍ । ଉପର ମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ପାଇବା ଫଳରେ ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ଅଧିକ ପରିମାଣର ଜଳ ପ୍ରବେଶ କରୁଛି। ଫଳରେ ଆଉ ୨ଟି ଗେଟ ଖୋଲାଯାଇଛି। ଗତ ସନ୍ଧ୍ୟାରେ ୨ଟି ଗେଟ ଖୋଲା ଯାଇଥିବା ବେଳେ ଏବେ ମୋଟ ୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୭୧ ହଜାର ୩୪୩ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି। ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟ ରହିଛି।

Show More

Related Articles

Back to top button