Breaking PLUSଓଡ଼ିଶାମୁଖ୍ୟ ଖବର

କନ୍ଧପାଲିପଡ଼ାରେ ଝାଡାବାନ୍ତି ଆତଙ୍କ

ଦେଓଗାଁ- ଦେଓଗାଁ ବ୍ଲକ ସିଂହା ମୁଣ୍ଡା ପଞ୍ଚାୟତର କନ୍ଧପାଲିପଡ଼ାରେ ଝାଡାବାନ୍ତି ଆତଙ୍କ। ଝାଡାବାନ୍ତିରେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫୦ରୁ ଅଧିକ  ଆକ୍ରାନ୍ତ ଚିକିତ୍ସିତ ହେଉଥିବା ଜଣାପଡିଛି।  ନୁଆଁଖାଇ ପର୍ବର ଛାଡଖାଇ ପାଳନ ପରେ ମଙ୍ଗଳବାର ରାତିରେ ଗାଁରେ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା । ଝାଡାବାନ୍ତିରେ  କନ୍ଧପାଲିପଡାର ସୁରୁ ନାଗଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ସୁଶୀଲ ବଗର୍ତ୍ତୀଙ୍କ ମୃତ୍ୟୁ ହୋଇଛି ।

 

Show More

Related Articles

Back to top button