Breaking PLUSଓଡ଼ିଶାମୁଖ୍ୟ ଖବର

ଘରେ ପଶି ଯୁବକଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡ଼

ଝାରସୁଗୁଡ଼ା- ଘରେ ପଶି ଯୁବକଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡ଼  । ଶାନ୍ତିନଗର ସ୍ଥିତ ଘରେ ପଶି ଫାୟାରିଂ କଲେ ଦୁର୍ବୃତ୍ତ । ଯୁବକଙ୍କ କାନ୍ଧରେ ବାଜିଛି ଗୁଳି, ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଦୁଇ ଦୁର୍ବୃତ୍ତ ଏକ ସ୍କୁଟିରେ ଆସି ଫାୟାରିଂ କରି ଚମ୍ପଟ୍‌ ମାରିଛନ୍ତି । କିଏ, କାହିଁକି ଗୁଳି କଲେ ସ୍ପଷ୍ଟ ହୋଇପାରି ନାହିଁ ।

Show More

Related Articles

Back to top button