Breaking PLUSଦେଶମୁଖ୍ୟ ଖବର

ଜମ୍ମୁ କଶ୍ମୀର ପାଇଁ 15ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା

ଶ୍ରୀନଗର- ଜାମ୍ମୁ-କାଶ୍ମୀର ନିର୍ବାଚନ ପାଇଁ 15ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । ପ୍ରଥମେ ପ୍ରକାଶ କରିଥିବା ପ୍ରାର୍ଥୀ ତାଲିକାକୁ ପ୍ରତ୍ୟାହାର କରିନେଇଛି ବିଜେପି। ଏହା ସହିତ ଏକ ନୂଆ ତାଲିକା ପ୍ରକାଶ କରିଛି। ନୂଆ ତାଲିକାରେ କେବଳ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵିତା କରିବାକୁ ଥିବା ୧୫ ଜଣ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ନାମ ପ୍ରକାଶ କରାଯାଇଛି।

Show More

Related Articles

Back to top button