Breaking PLUSଓଡ଼ିଶାମୁଖ୍ୟ ଖବର

ସକାଳ ସାଢେ 8ଟା ସୁଦ୍ଧା ଭୁବନେଶ୍ୱର ଓ ସମ୍ବଲପୁର ସବୁଠୁ ଗରମ

ଭୁବନେଶ୍ବର: ପ୍ରବଳ ତାତିରେ ଜଳୁଛି ସାରା ଓଡିଶା। ଆଜି ସକାଳ ସାଢେ ୮ଟା ସୁଦ୍ଧା ଭୁବନେଶ୍ବର ଓ ସମ୍ବଲପୁରର ତାପମାତ୍ରା ୩୧ ଡିଗ୍ରୀ ଟପିଛି। ଭୁବନେଶ୍ବର ଓ ସମ୍ବଲପୁରରେ ୩୧.୪, ଚାନ୍ଦବାଲି ୩୧ ଡିଗ୍ରୀ , ପାରାଦୀପ ୩୦.୬, ହୀରାକୁଦ ୩୦.୪, ରାଉରକେଲା ଓ ଝାରସୁଗୁଡାରେ ୩୦ ଡିଗ୍ରୀ ପାରଦ ରେକର୍ଡ ହୋଇଛି। ଶନିବାର ଅନୁଗୋଳରେ ତାପମାତ୍ରା ସର୍ବାଧିକ ୪୩.୫ ଡିଗ୍ରୀ ଥିବା ବେଳେ ମାଲାକାନଗିରିରେ ୪୩.୨ ଡିଗ୍ରୀ, ବୌଦ୍ଧ ଏବଂ ଟିଟିଲାଗଡ଼ରେ ୪୩ ଡିଗ୍ରୀ ରେକର୍ଡ କରାଯାଇଥିଲା।

Show More

Related Articles

Back to top button