ଦେଶ ବିଦେଶମୁଖ୍ୟ ଖବରରାଜନୀତି

ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗି ଲାଭରୋଭଙ୍କୁ ଭେଟିଲେ ମନ୍ତ୍ରୀ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ : ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ମଙ୍ଗଳବାର ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗି ଲାଭରୋଭଙ୍କୁ ମସ୍କୋରେ ଭେଟିଛନ୍ତି। ଭାରତ-ରୁଷିଆ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଆନ୍ତର୍ଜାତୀୟ ବିକାଶ ଉପରେ ଆଲୋଚନା ହୋଇଥିବା ସୂଚନାମିଳିଛି। ମିଳିଥିବା ସୂଚନାନୁଯାୟୀ, ଏସ୍‌. ଜୟଶଙ୍କର ସୋମବାର ସନ୍ଧ୍ୟାରେ ମସ୍କୋରେ ପହଞ୍ଚିଥିଲେ। ଏହାପରେ ସେ ଲାଭରୋଭଙ୍କୁ ଭେଟିଥିଲେ। ରୁଷିଆ-ୟୁକ୍ରେନ ବିବାଦ ଆରମ୍ଭ ହେବା ପରଠୁ ଜୟଶଙ୍କର ଏବଂ ଲାଭରୋଭ ଚାରିଥର ସାକ୍ଷାତ କରିସାରିଛନ୍ତି।

Show More

Related Articles

Back to top button