
ଚାଲିଛି ଭୋଟ ଗଣତି । ସବୁ ରାଉଣ୍ଡରେ ଆଗରେ ରହିଛି ବିଜେପି । ଆଗେଇ ଚାଲିଛନ୍ତି ସୂର୍ଯ୍ୟବଂଶୀ ସୂରଜ । ଚାଲିଛି ଭାଗ୍ୟ ପରୀକ୍ଷା । ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୫୯୯୧ ଭୋଟରେ ଆଗୁଆ ଅଛନ୍ତି ।
ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ମୋଟ ୩୬,୦୭୩ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ପାଇଛନ୍ତି ୩୦,୦୮୨। ସେହିଭଳି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ୧୧୨୨ ଏବଂ ସ୍ବାଧୀନ ପ୍ରାର୍ଥୀ ରାଜୁ ଦାସ ୫୧୪୭ ଭୋଟ ପାଇଛନ୍ତି ।
ସପ୍ତମ ରାଉଣ୍ଡ
- ବିଜେପି- ୩୧,୧୦୮
- ବିଜେଡି- ୨୫,୯୦୮
- କଂଗ୍ରେସ- ୧୦୦୭
- ସ୍ବାଧୀନ ପ୍ରାର୍ଥୀ-୪୯୭୩