Breaking PLUSବାଣିଜ୍ୟ

ବଜାର ଇଣ୍ଡିଆରେ କ୍ୟାସ୍‌ବ୍ୟାକ୍ ଅଫର

ଗ୍ରାହକମାନେ ସ୍କ୍ରାଚ୍‌ ଆଣ୍ଡ୍‌ ୱିନ୍ ଅଫରରେ ଭାଗ ନେଇ ଶତ ପ୍ରତିଶତ କ୍ୟାସ୍‌ବ୍ୟାକ୍ ପାଇପାରିବେ

ବଜାର ଇଣ୍ଡିଆର ରାଜ୍ୟରେ ଥିବା ୮ଟି ସୋ’ରୁମ୍‌ରେ କ୍ୟାସ୍‌ବ୍ୟାକ୍ ଅଫର ଘୋଷଣା କରାଯାଇଛି। ଗ୍ରାହକମାନେ ସ୍କ୍ରାଚ୍‌ ଆଣ୍ଡ୍‌ ୱିନ୍ ଅଫରରେ ଭାଗ ନେଇ ଶତ ପ୍ରତିଶତ କ୍ୟାସ୍‌ବ୍ୟାକ୍ ପାଇପାରିବେ। ପ୍ରତି ଗ୍ରାହକଙ୍କୁ ସ୍କ୍ରାଚ୍‌ କାର୍ଡ ଦିଆଯାଉଛି। ଏହା ଜରିଆରେ ସେମାନେ ସୁନା ଓ ରୁପା କଏନ୍ ଜିତିବାର ସୁଯୋଗ ପାଇବେ।

ବଜାର ଇଣ୍ଡିଆର ଆଠଟି ସୋ’ରୁମ୍ ଭୁବନେଶ୍ବର, କଟକ, ଢେଙ୍କାନାଳ, ନୟାଗଡ଼, ବାରିପଦା, ସମ୍ବଲପୁର ଓ ବ୍ରହ୍ମପୁରରେ ରହିଛି। ଏହି ସୋ’ରୁମ୍‌ଗୁଡ଼ିକରୁ ଗ୍ରାହକମାନେ ପୁରୁଷ, ମହିଳା ଓ ଶିଶୁଙ୍କ ପୋଷାକ ସମେତ ଗୃହ ଉପକରଣ ଏବଂ ଜୀବନଶୈଳୀ ଉତ୍ପାଦ ସୁଲଭ ମୂଲ୍ୟରେ ପାଇପାରିବେ।

Show More

Related Articles

Back to top button