ଓଡ଼ିଶାଦୁର୍ଘଟଣାପୂଜା ପାର୍ବଣ

ଲଗାଣ ବର୍ଷା ଯୋଗୁଁ ଭୁଶୁଡିଲା ପୂଜା ତୋରଣ

ଲଗାଣ ବର୍ଷା ଯୋଗୁଁ ଭୁଶୁଡିଲା ପୂଜା ତୋରଣ । ଏଭଳି ଘଟଣା ଦେଖିବାକୁ ମିଳିଛି ଡମଣାରେ ।ଅଘଟଣରେ ପଥଚାରୀ ଏବଂ ବାଇକ ଆରୋହୀ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ , ଆଜି ବେହାଲ ପାଗ ଯୋଗୁଁ ଡମଣା ଛକରେ ଥିବା ତୋରଣର ଗେଟ୍‌ ବିଦ୍ୟୁତ ସଂସ୍ପର୍ଶରେ ଆସି ଭାଙ୍ଗିଯାଇଛି । ସ୍ଥାନୀୟଲୋକଙ୍କ କହିବା ମୁତାବକ ସର୍ଟ ସର୍ଟିକ ହେବାରୁ ୨ଥର ବଡ଼ଧରଣର ବିସ୍ଫୋରଣ ହୋଇଛି । କିନ୍ତୁ ଭାଗ୍ୟବଶତଃ ଏଥିରେ କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି ।

Show More

Related Articles

Back to top button