ଅପରାଧଆଇନ କାନୁନଓଡ଼ିଶା

ଗୋରେଖନାଥ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍

ଜଗତସିଂହପୁର : ଦିନକୁଦିନ ବଢିଚାଲିଛି ଲୁଟରାଜ୍ । ଏଥିରୁ ବାଦ୍ ପଡୁ ନାହାଁନ୍ତି ଭଗବାନ । ଏଭଳି ଘଟଣା ଦେଖିବାକୁ ମିଳିଛି ଗୋରେଖନାଥ ମନ୍ଦିରରେ । ଗତକାଲି ବିଳମ୍ୱିତ ରାତିରେ ଗୋରେଖନାଥ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରିଛନ୍ତି ଦୁର୍ବୃତ୍ତ । ଏନେଇ ଅଭିଯୋଗ ହୋଇଛି ।  ହୁଣ୍ଡିରେ ପ୍ରାୟ ୪ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଥିବା ଜଣାପଡିଛି ।

ସେପଟେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ର୍ତ୍ତୋଲ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

Show More

Related Articles

Back to top button