ଦୁର୍ଘଟଣାଦେଶସ୍ୱତନ୍ତ୍ର

ପିମ୍ପୁଡ଼ି କାମୁଡ଼ିବାରୁ ନବଜାତ ଶିଶୁର ମୃତ୍ୟୁ

ଲକ୍ଷ୍ନୌ : ପିମ୍ପୁଡ଼ି କାମୁଡ଼ିବାରୁ ନବଜାତ ଶିଶୁର ମୃତ୍ୟୁ । ଏଭଳି ଦୁଖଃଦ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମହୋବା ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ । ପିମ୍ପୁଡ଼ି କାମୁଡ଼ିବାରୁ ଜଣେ ୩ ଦିନର ଶିଶୁର ମୃତ୍ୟୁ ହୋଇଛି ।

ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ,  ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଏପରି ଘଟଣା ଘଟିଛି । ଶିଶୁଟି ଜନ୍ମ ହେବାପରେ ଡାକ୍ତରଖାନା କର୍ମଚାରୀ ଶିଶୁଟିକୁ ନ୍ୟୁବର୍ନ ଓ୍ବାର୍ଡରେ ରଖିଥିଲେ, ଏବଂ ଏହି ସ୍ଥାନ ଅପରିସ୍କାରରେ ପରିପୂର୍ଣ୍ଣ ରହିବା ସହ ପିମ୍ପୁଡି ବସା ଥିଲା । ଯେଉଁଥିପାଇଁ ଏଭଳି ଅଘଟଣ ଘଟିଛି ।  ଘଟଣା ପରେ ମାମଲା ଚପାଇଦେବା ପାଇଁ ଡାକ୍ତର ତାଙ୍କୁ ୬,୫୦୦ ଟଙ୍କା ଯାଚିଥିବା ମଧ୍ୟ ପରିବାର ଅଭିଯୋଗ ଆଣିଛନ୍ତି।

 

Show More

Related Articles

Back to top button