Breaking PLUSଦୁର୍ଘଟଣାମୁଖ୍ୟ ଖବର

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ତିନି ଜଣ ଆହାତ

ବରଗଡ଼ ହଲଦୀପାଲି ଛକରେ ଆଜି ଭୋର ୪.୩୦ସମୟରେ ଏକ କାର ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।

ବରଗଡ଼: ବରଗଡ଼ ହଲଦୀପାଲି ଛକରେ ଆଜି ଭୋର ୪.୩୦ସମୟରେ ଏକ କାର ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ଜଣେ ମୃତ ହୋଇଥିବା ବେଳେ ତିନି ଜଣ ଆହତ ହୋଇଥିବା ଜଣା ପଡିଛି । ଆହାତ ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ମଧ୍ୟରୁ ଦୁଇଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ଭୀମସାର ବୁର୍ଲ୍ଲାକୁ ସ୍ଥାନାନ୍ତର କରିଯାଇଛି । ତେବେ ଦୁର୍ଘଟଣାରେ ଶୀକାର ହୋଇଥିବା ସମସ୍ତ ବ୍ୟକ୍ତି ବରଗଡ଼ର ବୋଲି ସୂଚନା ମିଳିଛି ।

Show More

Related Articles

Back to top button