Breaking PLUSଦୁର୍ଘଟଣାମୁଖ୍ୟ ଖବର
ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ରାଜଧାନୀ ଭୁବନେଶ୍ଵର ପଳାଶୁଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

ରାଜଧାନୀ ଭୁବନେଶ୍ଵର ପଳାଶୁଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାସ୍ତା ପାରି ହେଉଥିବା ସମୟରେ ଶ୍ୱଶୁର, ବୋହୂଙ୍କୁ ଧକ୍କା ଦେଲା ଟ୍ରକ। ଟ୍ରକ ଧକ୍କାରେ ଶ୍ଵଶୁରଙ୍କ ମୃତ୍ୟୁ ହୋଇଥିବା ବେଳେ, ବୋହୂ ଗୁରୁତର ଅବସ୍ଥାରେ ଅଛନ୍ତି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିଲା। ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠେଇଥିବା ବେଳେ ଟ୍ରକ ଡ୍ରାଇଭରକୁ ଅଟକ ରଖିଛି ପୋଲିସ।