Breaking PLUSଦେଶ ବିଦେଶମୁଖ୍ୟ ଖବର
ବିଶ୍ୱର ୧୦୦ ଦେଶକୁ ମାଡିଗଲାଣି ଡେଲ୍ଟା ଭାରିଆଣ୍ଟ
ବିଶ୍ବର ୧୦୦ ଦେଶକୁ ମାଡିଗଲାଣି ଡେଲ୍ଟା ଭାରିଆଣ୍ଟ। ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ। ସେ କହିଛନ୍ତି ଯେ ବିଶ୍ବର ପ୍ରାୟ ୧୦୦ଟି ଦେଶରେ ଚିହ୍ନଟ ହେଲାଣି ମାରାତ୍ମକ ଡେଲ୍ଟା ଭାରିଆଣ୍ଟ। ବିଶ୍ବ ଏବେ "ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ" ରହିଛି।

ବିଶ୍ବର ୧୦୦ ଦେଶକୁ ମାଡିଗଲାଣି ଡେଲ୍ଟା ଭାରିଆଣ୍ଟ। ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ। ସେ କହିଛନ୍ତି ଯେ ବିଶ୍ବର ପ୍ରାୟ ୧୦୦ଟି ଦେଶରେ ଚିହ୍ନଟ ହେଲାଣି ମାରାତ୍ମକ ଡେଲ୍ଟା ଭାରିଆଣ୍ଟ। ବିଶ୍ବ ଏବେ “ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ” ରହିଛି।
ହୁ ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ କହିଛନ୍ତି ଯେ ଭାରତରେ ପ୍ରଥମେ ମିଳିଥିବା ଡେଲ୍ଟା ଭାରିଆଣ୍ଟ ବିକଶିତ ହେବାପରେ ଏବେ ତାର ରୂପ ପରିବର୍ତ୍ତନ ହେବାରେ ଲାଗିଛି। ଏହା ଅନେକ ଦେଶରେ କୋଭିଡ୍ ଭୂତାଣୁରେ ପରିଣତ ହୋଇଛି।