ଦେଶ ବିଦେଶମୁଖ୍ୟ ଖବର

ପିଏମ କେୟାର ଫଣ୍ଡ ପକ୍ଷରୁ ଏକ ଲକ୍ଷ ପୋଟେବୁଲ ଅକ୍ସିଜେନ କିଣାଯିବ

କୋଭିଡି ଅସୁବିଧା ସମୟରେ ତରଳ ମେଡିକାଲ ଅକ୍ସିଜେନ ଅପୁର୍ତ୍ତିରେ ସୁଧାର ପାଇଁ ଆବଶ୍ୟକ ଉପରେ ଚର୍ଚା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ଅଧକ୍ଷତାରେ ଏକ ଉଚ ସ୍ତରୀୟ ବୈଠକରେ ନିର୍ଣ୍ଣୟ ନିଆଯାଇଛି

ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ଏହି ଅକ୍ସିଜେନ କନ୍ଷ୍ଟ୍ରେରକୁ ଯଥାଶୀଘ୍ର କିଣି ନିଆଯିବା ଆବଶ୍ୟକ ଓ ରାଜ୍ୟ ଗୁଡିକୁ ଉପଲବ୍ଧ କରାଇବା ବଶ୍ୟକ lପିଏମ କେୟାର ଫଣ୍ଡ ଅନୁସାରେ ପୂର୍ବରୁ ସ୍ୱୀକୃତି ପାଇଥିବା ୭୧୩ ଟି ପିଏସଏ ପ୍ଲାଣ୍ଟ ବ୍ୟତୀତ ,୫୦୦ ନୂଆ ପିଏସଏକୁ ମଞ୍ଜୁରୀ ଦିଆଯାଇଛି l ଏହି ପିଏସଏ ଗୁଡିକ ଜିଲ୍ଲା ମୁଖ୍ୟାଳୟ ଓ ସହରରେ ଥିବା ଚିକିତ୍ସାଳୟ ଗୁଡିକୁ ଅକ୍ସିଜେନ ଯୋଗାଇବା ପାଇଁ ବୃଦ୍ଧି କରିବ l

ଏହି ୫୦୦ ଟି ପିଏସଏ ଘରୋଇ ନିର୍ମାତା ମାନଙ୍କୁ DRDO ଓ CSIR ଦ୍ୱାରା ବିକଶିତ ସ୍ବଦେଶୀ ଯାନ୍ତ୍ରିକ ଦ୍ୱାରା ସ୍ଥାପନ କରାଯିବ l ପିଏସଏର ସ୍ଥାପନ ଓ ପୋଟେବୁଲ ଅକ୍ସିଜେନ ପାଇଁ ଆବଶ୍ୟକତା ବୃଦ୍ଧି କରାଯିବ ,ଯାହାଦ୍ୱାରା ଡାକ୍ତର ଖାନା ଗୁଡିକୁ ଗଛ ମାନଙ୍କ ସାହାଯ୍ୟରେ ଅକ୍ସିଜେନ ପରିବହନରେ ବର୍ତମାନ ଆହ୍ୱାନରେ ସମାଧାନ କରାଯାଇ ପାରିବ l

Show More

Related Articles

Back to top button