Breaking PLUSଓଡ଼ିଶାମୁଖ୍ୟ ଖବର

ବଜେଟରେ କୃଷି ପାଇଁ ୭ ହଜାର ୮୦୦ କୋଟି

ଭୁବନେଶ୍ୱର- ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ରାଜ୍ୟ ବଜେଟ ସୋମବାର ବିଧାନସଭାରେ ଉପସ୍ଥାପିତ ହୋଇଛି। ନୂଆ ଆର୍ଥିକ ବର୍ଷରେ କୃଷି କ୍ଷେତ୍ର ଲାଗି ୩୭ ହଜାର ୮୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଗତବର୍ଷ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ। ସେହିପରି ମତ୍ସ୍ୟ ଏବଂ ପଶୁପାଳନ ପାଇଁ ୧୯୦୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Show More

Related Articles

Back to top button