Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ନଦୀରେ ବୁଡିଗଲେ 6 ଭାଇ ଭଉଣୀ

ନଦୀରେ ଗାଧୋଇବା ସମୟରେ ବୁଡ଼ିଯାଇ ୬ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟର ଖେଡ଼ା ଜିଲା ଅନ୍ତର୍ଗତ କାଞ୍ଜି ଗ୍ରାମ ନିକଟ ମେଶୋ ନଦୀରେ ବୁଧବାର ଅପରାହ୍ନରେ ଏଭଳି ଅଭାବନୀ ଘଟଣା ଘଟିଛି। ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି।

Show More

Related Articles

Back to top button