Breaking PLUSଓଡ଼ିଶାମୁଖ୍ୟ ଖବର
5T ହାଇସ୍କୁଲ ରୂପାନ୍ତରୀକରଣରେ ୩ ହଜାର ୮୭ କୋଟି ୩୫ ଲକ୍ଷ ଖର୍ଚ୍ଚ

ଭୁବନେଶ୍ୱର, 6 ସେପ୍ଟେମ୍ବର – ଫାଇଭ-ଟି ହାଇସ୍କୁଲ ରୂପାନ୍ତରୀକରଣରେ ଖର୍ଚ୍ଚ ହୋଇଛି ୩ ହଜାର ୮୭ କୋଟି ୩୫ ଲକ୍ଷ । ଏନେଇ ବିଧାନସଭାରେ ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖିଛନ୍ତି ।ଦୁର୍ନୀତି ନଜରକୁ ଆସିଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ରାଜ୍ୟରେ ୬୫୬୪ଟି ହାଇସ୍କୁଲ ରୂପାନ୍ତରୀକରଣ ପାଇଁ ଖର୍ଚ୍ଚ ହୋଇଛି ।