Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର
5ଶହ ଡ୍ରୋନରେ ଆକ୍ରମଣ ଉଦ୍ୟମ କରିଥିଲା ପାକିସ୍ତାନ

ନୂଆଦିଲ୍ଲୀ- ପାକିସ୍ତାନ କରିଛି ୫୦୦ ଡ୍ରୋନ୍ ଆକ୍ରମଣ । ଭାରତ ଉପରେ ପାଖାପାଖି ୫୦୦ ଡ୍ରୋନ୍ ହମଲା କରିଛି ପାକିସ୍ତାନ । ଗୁରୁବାର ରାତିରେ ପାକିସ୍ତାନ ପକ୍ଷରୁ ଭାରତର ୨୪ଟି ସହରକୁ ଟାର୍ଗେଟ୍ କରାଯାଇଥିଲା । ଜାମ୍ମୁ କାଶ୍ମୀର, ପଞ୍ଜାବ, ରାଜସ୍ଥାନ ଏବଂ ଗୁଜୁରାଟର ୨୪ ସହରକୁ ଟାର୍ଗେଟ୍ କରି ପାକିସ୍ତାନ ଡ୍ରୋନ୍ ହମଲା କରିବାକୁ ଉଦ୍ୟମ କରିଥିଲା । ଯାହାର କଡା ଜବାବ ଦିଆଯାଇ ସମସ୍ତ ଡ୍ରୋନକୁ ପ୍ରତିହତ କରିଛି ଭାରତ।