Breaking PLUSଓଡ଼ିଶାମୁଖ୍ୟ ଖବର
କୁଳଡିହା ଅଭୟାରଣ୍ୟରୁ ୫ ଶିକାରୀ ଗିରଫ

ନୀଳଗିରି: କୁଳଡିହା ଅଭୟାରଣ୍ୟରୁ ୫ ଶିକାରୀ ଗିରଫ । ଗୋଟିଏ ବନ୍ଧୁକ ସହ ୫ ଶିକାରୀଙ୍କୁ ଗିରଫ କଲା ବନବିଭାଗ ।ସିସିଟିଭି ଫୁଟେଜ୍ ଆଧାରରେ ବନବିଭାଗର କାର୍ଯ୍ୟାନୁଷ୍ଠାନ ।