Breaking PLUSଦେଶ ବିଦେଶମୁଖ୍ୟ ଖବର

ଗ୍ରୀନ ବିହାର ପାଇଁ ନକ୍ସା ପ୍ରସ୍ତୁତ କରୁଛନ୍ତି ନୀତିଶ ସରକାର, ରୋପଣ ହେବ ପାଞ୍ଚ କୋଟି ଚାରା

ବିହାରରେ ୨୦୨୧ରେ ୫ କୋଟି ଚାରା ରୋପଣ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସବୁଜ ମିଶନ ଅନ୍ତର୍ଗତ ଅଢ଼େଇ କୋଟି ଚାରା ରୋପଣ ଲକ୍ଷ୍ୟ ରଖାଯାଇଥିଲା।

ବିହାରରେ ୨୦୨୧ରେ ୫ କୋଟି ଚାରା ରୋପଣ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସବୁଜ ମିଶନ ଅନ୍ତର୍ଗତ ଅଢ଼େଇ କୋଟି ଚାରା ରୋପଣ ଲକ୍ଷ୍ୟ ରଖାଯାଇଥିଲା। ବର୍ତ୍ତମାନ ସୁଦ୍ଧା ମନେରଗା ସହିତ ମିଳିତ ହୋଇ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୩ କୋଟି ୯୦ ଲକ୍ଷ ଚାରା ରୋପଣ କରାଯାଇଛି। ୨୦୨୦ରେ କୋଟିଏରୁ ଅଧିକ ଚାରା ରୋପଣ କରାଯାଇଛି। ୨୦୨୨ ସୁଦ୍ଧାରେ ରାଜ୍ୟରେ ୧୭ ପ୍ରତିଶତ ସବୁଜ ଅଞ୍ଚଳ ସୃଷ୍ଟି ପାଇଁ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

Show More

Related Articles

Back to top button