Breaking PLUSଓଡ଼ିଶାମୁଖ୍ୟ ଖବର

ଜମ୍ମୁ-କଶ୍ମୀରରେ ବନ୍ଦହେଲା ୪୮ଟି ପର୍ଯ୍ୟଟନସ୍ଥଳୀ

ଜମ୍ମୁ-କଶ୍ମୀରରେ ବନ୍ଦହେଲା ୪୮ଟି ପର୍ଯ୍ୟଟନସ୍ଥ । ପହଲଗାଓଁ ଆକ୍ରମଣ ପରେ ଜାମ୍ମୁ-କାଶ୍ମୀରର ପର୍ଯ୍ୟଟନ ଶିଳ୍ପ ବେଶ୍‌ ପ୍ରଭାବିତ ହୋଇଛି। ଅଧିକାଂଶ ପର୍ଯ୍ୟଟନସ୍ଥଳୀ ଖାଁ ଖାଁ ହୋଇପଡ଼ିଛି। ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ସରକାର କାଶ୍ମୀରର ୮୭ ପର୍ଯ୍ୟଟନସ୍ଥଳ ମଧ୍ୟରୁ ୪୮ଟିକୁ ସାମୟିକ ଭାବେ ବନ୍ଦ କରିଦେଇଛନ୍ତି। ଅନ୍ୟ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ସରକାର ବନ୍ଦ କରିଥିବା ପର୍ଯ୍ୟଟନସ୍ଥଳଗୁଡ଼ିକ ମଧ୍ୟରେ ୟୁସମାର୍ଗ, ଟଉସ ମଇଦାନ, ଦୁଦ୍ଧପଥରୀ, ଆହାରବଲ, କୌସରନାଗ, ବାଙ୍ଗୁସ, କାରିଓ୍ବାନ, ବାଙ୍ଗୁସ ଭ୍ୟାଲି, ଓ୍ବତଲାବ, ରାମପୋରା, ରାଜପୁରା, ଚିରହାର ଆଦି ପ୍ରମୁଖ ରହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button