Breaking PLUSଓଡ଼ିଶାମୁଖ୍ୟ ଖବର

ଆଖଣ୍ଡଳମଣୀ ଶିବଗଙ୍ଗା ପୋଖରୀରେ ବୁଡ଼ିଗଲେ ୪ ଯୁବକ

ଭଦ୍ରକ: ଆଖଣ୍ଡଳମଣୀ ଶିବଗଙ୍ଗା ପୋଖରୀରେ ବୁଡ଼ିଗଲେ ୪ ଯୁବକ  । ୪ ଜଣଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କଲେ ଲୋକେ । ମେଡିକାଲରେ ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର  । ମନ୍ଦିର ବୁଲିବାକୁ ଆସି ପୋଖରୀରେ ଗାଧୋବାକୁ ଯାଇଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button