Breaking PLUSଓଡ଼ିଶାମୁଖ୍ୟ ଖବର

ଗୁଣି ଗାରେଡି ସନ୍ଦେହରେ ତିନିଜଣଙ୍କୁ ହତ୍ୟା

ଗଞ୍ଜାମ: ଖାରିପଲ୍ଲୀ ଗାଁରେ ଗୁଣି ସନ୍ଦେହରୁ ଗୋଷ୍ଠୀ ସଂଘର୍ଷ ଏବଂ ଏହି ଗୋଷ୍ଠୀ ସଂଘର୍ଷରେ ୩ଜଣଙ୍କ ମୃତ୍ୟୁ ହୋଇଛି। ୩ ମୃତକଙ୍କ ମଧ୍ୟରେ ବାପା ଓ ପୁଅ ଅଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗଞ୍ଜାମ ଜିଲାର ଖାରିପଲ୍ଲୀ ଗାଁ ରକ୍ତରଞ୍ଜିତ ହୋଇଛି। ଖାରିପଲ୍ଲୀ ଗାଁରେ ଗୋଷ୍ଠୀ ସଂଘଷ ଯୋଗୁଁଁ ୩ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ଗୋଷ୍ଠୀର ଲୋକେ ୨ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକ ୨ଜଣ ବାପା ଓ ପୁଅ ବୋଲି ସୂଚନା ମିଳିଛି। ବେହେରା ଓ ରତ୍ନାକର ବେହେରାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଅପରପକ୍ଷରେ ଏହି ଗୋଷ୍ଠୀ ସଂଘର୍ଷରେ ଅନ୍ୟଗୋଷ୍ଠୀର ଜଣଙ୍କ ମୃତ୍ୟୁ ହୋଇଛି ଏବଂ ମୃତକ ରମେଶ ବେହେରା ବୋଲି ଜଣାପଡ଼ିଛି।

Show More

Related Articles

Back to top button