Breaking PLUSଓଡ଼ିଶାମୁଖ୍ୟ ଖବର
ପଦ୍ମପୁର ଲଖମରାରେ ବଜ୍ରପାତ; ପରିବାରର ୩ ମୃତ

ବଜ୍ରପାତରେ ଗୋଟିଏ ପରିବାରର ଚାଲିଗଲା ୩ ଜଣଙ୍କ ଜୀବନ। ଏଭଳି ଅଘଟଣ ପଦ୍ମପୁର ଲଖମରାରେ ଘଟିଛି। ମୃତକ ସମ୍ପର୍କରେ ସ୍ୱାମୀ, ସ୍ତ୍ରୀ, ପୁତୁରା ବୋଲି ଜଣାପଡିଛି। ବିଲରେ କାମ କରିବା ବେଳେ ବଜ୍ରପାତରେ ଏମାନଙ୍କ ମୃତ୍ୟୁ ଘଟିଛି।