Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

15 ତାରିଖ ସୁଦ୍ଧା କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଟିକେଟ

ଭୁବନେଶ୍ୱର : ଆସନ୍ତା ୧୫ ସୁଦ୍ଧା ୨ୟ ପର୍ଯ୍ୟାୟ ଟିକେଟ ଆସିବ । ଟିକେଟ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିଛନ୍ତି । ଶନିବାର ସ୍କ୍ରିନିଂ ଓ ରବିବାର ସିଇସି ବୈଠକରେ ଚୂଡାନ୍ତ ହେବ।

Show More

Related Articles

Back to top button