ଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍

କେଉଁଠୁ ଆସିବ କେତେ ଅର୍ଥ

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ରାଜ୍ୟ ସରକାର। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨ ଲକ୍ଷ କୋଟିର ବଜେଟ୍ ଉପସ୍ଥାପନ କରିଛନ୍ତି। ରାଜସ୍ୱ ପ୍ରାପ୍ତିରୁ ୧ ଲକ୍ଷ ୬୩ ହଜାର ୯୬୭ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ବାବଦରୁ ୩୬ ହଜାର ୩୩ କୋଟି ଟଙ୍କା ବୟ ବରାଦ ହୋଇଛି । ପ୍ରଶାସନିକ ବ୍ୟୟ ୭୪ ଲକ୍ଷ ୨୬୧ କୋଟି ଟଙ୍କା ଅଟକଳ କରାଯାଇଛି। କାର୍ଯ୍ୟକ୍ରମ ବ୍ୟୟ ୧ ଲକ୍ଷ କୋଟି ଟଙ୍କା ରହିଛି ।

କେଉଁଠୁ ଆସିବ କେତେ ଅର୍ଥ …..
ରାଜସ୍ୱ ପ୍ରାପ୍ତିରୁ ୧ ଲକ୍ଷ ୬୩ ହଜାର ୯୬୭ କୋଟି ଟଙ୍କା । ଋଣ ଓ ଅନନ୍ୟ ବାବଦରୁ ୩୬୩୩ କୋଟି ଟଙ୍କା ଆସିବ।

କେନ୍ଦ୍ରୟ ଟିକସରୁ ଆସିବ ୩୬୯୭୮ କୋଟି।
ରାଜ୍ୟର ନିଜସ୍ଵ ଟିକସରୁ ଆସିବ ୪୬୦୦୦ କୋଟି।
ନିଜସ୍ଵ ଅଣ ଟିକସ ବାବଦକୁ ୪୮୨୦୦ କୋଟି ଟଙ୍କା ରହିଛି ।
କେନ୍ଦ୍ର ଅନୁଦାନ ବାବଦକୁ ୩୨୭୮୯ କୋଟି ଟଙ୍କା ରହିଛି।
ରାଜସ୍ୱ ପ୍ରାପ୍ତିରୁ ଏକ ଲକ୍ଷ ୬୩ ହଜାର ୯୬୭ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ବାବଦରୁ ୩୬ ହଜାର ୩୩ କୋଟି ଟଙ୍କା ।

Show More

Related Articles

Back to top button