Breaking PLUSଓଡ଼ିଶାମୁଖ୍ୟ ଖବର

ଖଣ୍ଡା ଓ ବନ୍ଧୁକ ମୁନରେ ୧୫ ଲକ୍ଷ ଟଙ୍କା ଲୁଟ୍

କେନ୍ଦୁଝର -କେନ୍ଦୁଝରରେ ବଡଧରଣର ଲୁଟ୍ । ଖଣ୍ଡା ଓ ବନ୍ଧୁକ ମୁନରେ ୧୫ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଜଣେ ଟ୍ରାନ୍ସପୋର୍ଟ କମ୍ପାନୀ କର୍ମଚାରୀଙ୍କ ଠାରୁ ଏହି ଲୁଟ୍ ହୋଇଥିବା ସୋମବାର ଅଭିଯୋଗ ହୋଇଛି।୨ ଜଣ ଦୁର୍ବୃତ୍ତ ଲୁଟ୍ କରିଛନ୍ତି। ସଦର ଥାନା ଜାତୀୟ ରାଜପଥ ୪୯ ଠାକୁରଡିହି ଛକ ନିକଟରୁ ଏହି ଲୁଟ୍ ହୋଇଛି। ବାଇକରେ ଆସି ୨ ମୁଖାପିନ୍ଧା ଦୁର୍ବୃତ୍ତ ଟଙ୍କା ଲୁଟି ଫେରାର ହୋଇ ଯାଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Show More

Related Articles

Back to top button