Breaking PLUSଓଡ଼ିଶାମୁଖ୍ୟ ଖବର
୧୪୪୦ ବୋତଲ କଫ୍ ସିରପ୍ ଜବତ
ସମ୍ବଲପୁର: ୧୪୪୦ ବୋତଲ କଫ୍ ସିରପ୍ ଜବତ ହୋଇଛି । ଏହି ଘଟଣାରେ ୫ ଗିରଫ ହୋଇଛନ୍ତି । ଧନୁପାଲି ଥାନା ସିଟି ଷ୍ଟେସନ ନିକଟ ଝାଙ୍କରପଡ଼ାରୁ ଜବତ ହୋଇଛି । କୋଲକାତାରୁ ସମ୍ଭଲପୁରକୁ ଚୋରା ଚାଲାଣ ବେଳେ ଧରାପଡ଼ିଲା । କାର୍, ସ୍କୁଟି ଜବତ ସହ ୫ ଜଣଙ୍କୁ ଗିରଫ କରି ପଚରାଉଚରା କରାଯାଉଛି ।