Breaking PLUSଓଡ଼ିଶାମୁଖ୍ୟ ଖବର
ରବି ଋତୁରେ ୧୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ

ଚଳିତ ରବି ଋତୁରେ ୧୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରହିିଛି । ମନ୍ତ୍ରୀସ୍ତରୀୟ ବୈଠକ ପରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ‘ସାଟେଲାଇଟ୍ ସର୍ଭେ ଚାଲିଛି, ଫିଜିକାଲ ସର୍ଭେ ହେବ’ । ‘ଜଗତସିଂହପୁର, ସୁନ୍ଦରଗଡ଼ ସହ ୨୦ଟି ଜିଲ୍ଲାରେ ସର୍ଭେ ହେବ’ । ଖରିଫ୍ ଋତୁରେ ୭୪ ଲକ୍ଷ ମେଟ୍ରିକ ଧାନ କିଣା ହୋଇଛି । ମନ୍ତ୍ରୀ -‘୨୨ ହଜାର ୭୭୭ କୋଟି ଟଙ୍କା କୃଷକଙ୍କୁ ଦେଇଛୁ’ । ଖୁବ୍ ଶୀଘ୍ର ଟୋକନ୍ ଦେବୁ କହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।