Breaking PLUSଓଡ଼ିଶାମୁଖ୍ୟ ଖବର
ବସ୍କୁ ଧକ୍କାଦେଲା ଟ୍ରକ୍; ୧୦ରୁ ଊର୍ଦ୍ଧ୍ବ ଆହତ

ଦେବଗଡ଼: ବସ୍କୁ ଧକ୍କାଦେଲା ଟ୍ରକ୍; ୧୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏନ୍ଏଚ୍-୪୯ ନୂଆଭୂଇଁ ଗାଁ ନିକଟରେ ବସ୍ ଦୁର୍ଘଟଣା ଘଟିଛି ।ଦେବଗଡ଼ରୁ ସମ୍ବଲପୁର ଅଭିମୁଖେ ଯାଉଥିଲା ବସ୍ ।