Breaking PLUSଦେଶମୁଖ୍ୟ ଖବର

ଜୁନ 1 ଯାଏ ଏକଜିଟ୍ ପୋଲ ନିଷିଦ୍ଧ

ନୂଆଦିଲ୍ଲୀ: ଆଜି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଏକଜିଟ ପୋଲ ଉପରେ ନିଷିଦ୍ଧ ଘୋଷଣା କରାଯାଇଛି। ଆଜିଠାରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଏକଜିଟ ପୋଲକୁ ନିଷିଦ୍ଧ ହୋଇଛି। ଜୁନ ୧ ତାରିଖ ସନ୍ଧ୍ୟା ସାଢ଼େ ୬ଟା ଯାଏଁ ଏକଜିଟ ପୋଲ ନିଷିଦ୍ଧ ହୋଇଛି ବୋଲି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button