Breaking PLUSଦେଶ

ଛତିଶଗଡ଼ କାଙ୍କରରେ ୨ ମାଓବାଦୀ ନିପାତ

ଛତିଶଗଡ଼ର କାଙ୍କର ଠାରେ ଊଜଏ ଯବାନଙ୍କ ଅପରେସନ ଚାଲିଥିଲା । ଏତିକି ବେଳେ ଏନ୍‌କାଉଣ୍ଟରରେ ୨ ମାଓବାଦୀ ନିପାତ ହୋଇଛନ୍ତି । ଏନ୍‌କାଉଣ୍ଟର ପରେ ସେମାନଙ୍କ ଠାରୁ ଇନସାସ୍ ରାଇଫଲ ସମେତ ୧୨-ବୋର ରାଇଫଲ ସ୍ ଅନେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଗତ କିଛି ଦିନ ତଳେ ଛତିଶଗଡ଼ରେ ହିଁ ପୋଲିସ ଏନକାଉଣ୍ଟରରେ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ସୁକମା କହ୍ନାଇଗୁଡ଼ାରେ ପୋଲିସ-ମାଓବାଦୀଙ୍କ ଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଏନକାଉଣ୍ଟରରେ କୋଣ୍ଟା ଏରିଆ କମାଣ୍ଡର କୱାସି ହୁଙ୍ଗାର ମୃତ୍ୟୁ ହୋଇଥିବାର ଜଣା ପଡିଥିଲା । ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ସହ ବହୁ ମାଓ ସାମଗ୍ରୀ ଜବତ ମଧ୍ୟ କରାଯାଇଥିଲା ।

Show More

Related Articles

Back to top button