Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ ଆରମ୍ଭ ହେଲା ଧର୍ମମାସ କାର୍ତ୍ତିକ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କାନ୍ତି

ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହୋଇଛି ହବିଷ୍ୟାଳିଙ୍କର କାର୍ତ୍ତିକ ବ୍ରତ । ଏକାଦଶୀ ତିଥିରୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହୋଇଥିବାବେଳେ ରାଧାଦାମୋଦର ବେଶ ଅନୁଷ୍ଠିତ ହେଉଛି ।

ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହୋଇଛି ହବିଷ୍ୟାଳିଙ୍କର କାର୍ତ୍ତିକ ବ୍ରତ । ଏକାଦଶୀ ତିଥିରୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହୋଇଥିବାବେଳେ ରାଧାଦାମୋଦର ବେଶ ଅନୁଷ୍ଠିତ ହେଉଛି । ଧର୍ମମାସ କାର୍ତ୍ତିକରେ ହବିଷ୍ୟାଳି ହୁଅନ୍ତୁ ଅଥବା ସାଧାରଣ ଭକ୍ତଙ୍କ ପାଇଁ ମହାପ୍ରସାଦ ଯୋଗାଇବା ପାଇଁ ଉତ୍ତର-ଦକ୍ଷିଣ ଦ୍ୱାରଠାରେ ଛାମୁଣ୍ଡିଆ କରି କାଉଣ୍ଟର କରାଯାଇ ସୁଆର ମହାସୁଆର ନିଯୋଗ ପକ୍ଷରୁ କରାଯାଇଛି ବ୍ୟବସ୍ଥା । ସେପଟେ କରୋନା ପାଇଁ ଚଳିତବର୍ଷ ହବିଷ୍ୟାଳିମାନଙ୍କୁ ଶ୍ରୀକ୍ଷେତ୍ର ନ ଆସିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button