ଓଡ଼ିଶା

ବୁର୍ଲା ଭିସୁଟ୍ ୨ଦିନ ପାଇଁ ବନ୍ଦ

ସୋମବାର ଓ ମଙ୍ଗଳବାର ଦୁଇଦିନଧରି ବନ୍ଦ ରହିବ

VSSUT
VSSUT

ସମ୍ବଲପୁର ଜିଲ୍ଲାର ବୁର୍ଲା ଭିସୁଟ୍ ୨ଦିନ ପାଇଁ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ବୁର୍ଲା ଭିସୁଟ୍ ସୋମବାର ଓ ମଙ୍ଗଳବାର ବନ୍ଦ ରହିବ । କରୋନା ପଜିଟିଭ ଚିହ୍ନଟ ପରେ ଭିସୁଟ୍ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି । ବିଶୋଧନ କରିବା ପାଇଁ କ୍ୟାମ୍ପସ ବନ୍ଦ ରହିବ ବୋଲି ଜଣାଯାଇଛି।

Tags
Show More

Related Articles

Back to top button
Close