Breaking PLUSଦେଶମୁଖ୍ୟ ଖବର

ଆଜି ବସ୍ତର ଓ ମହାରାଷ୍ଟ୍ରର ଚନ୍ଦ୍ରପୁରରେ ନିର୍ବାଚନୀ ପ୍ରଚାର କରିବେ ପିଏମ ମୋଦି

ନୂଆଦିଲ୍ଲୀ-ବିଜେପିର ଶୀର୍ଷ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଛତିଶଗଡ ଓ ମହାରାଷ୍ଟ୍ରରେ ନିର୍ବାଚନୀ ପ୍ରଚାର କରିବେ । ଦୁଇଟି ରାଜ୍ୟରେ ସେ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବେ ।
ବିଜେପିର ସୂଚନା ଅନୁସାରେ ପ୍ରଥମେ ପ୍ରଧାନମନ୍ତ୍ରୀ ଛତିଶଗଡରେ ପହଞ୍ଚିବେ । ସେ ଦ୍ୱିପ୍ରହର 1.30 ମିନିଟ ସମୟରେ ଛତିଶଗଡର ବସ୍ତରରେ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବେ । ଏହାପରେ ତାଙ୍କର ମହାରାଷ୍ଟ୍ର ଗସ୍ତ କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦି ମହାରାଷ୍ଟ୍ରର ଚନ୍ଦ୍ରପୁରରେ ସନ୍ଧ୍ୟା 5ଟା ବେଳେ ଜନସଭାକୁ ସମ୍ବୋଧିତ କରିବେ ।

Show More

Related Articles

Back to top button