Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆସିଲା ଶ୍ରୀରାମଲାଲାଙ୍କ ଗର୍ଭଗୃହର ପ୍ରଥମ ଫଟୋ

ନୂଆଦିଲ୍ଲୀ- ଆସିଲା ଭଗବାନ ଶ୍ରୀ ରାମଲାଲାଙ୍କ ଗର୍ଭଗୃହର ପ୍ରଥମ ଫଟୋ । ଗର୍ଭ ଗୃହ ଆଲୋକୀକରଣ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି । ସୋସିଆଲ ମିଡ଼ିଆ ମାଧ୍ୟ୍ୟମରେ ଫଟୋ ସେୟାର କଲେ ଶ୍ରୀରାମ ଜନ୍ମଭୂମି ତ୍ରୀର୍ଥକ୍ଷେତ୍ର କାର୍ଯ୍ୟାଳୟର ସାଧାରଣ ସମ୍ପାଦକ ଚମ୍ପତ ରାୟ। ଆସନ୍ତା ଜାନୁଆରୀ ୨୨ରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ହେବ।

Show More

Related Articles

Back to top button