Breaking PLUSଓଡ଼ିଶାମୁଖ୍ୟ ଖବର

ପଞ୍ଚଭୂତରେ ବିଲୀନ ହେଲେ ସାତକଡି ହୋତା

ଭୁବନେଶ୍ୱର, 12 ଫେବୃଆରୀ- ପଞ୍ଚଭୂତରେ ବିଲୀନ ହେଲା ସାତକଡି ହୋତାଙ୍କ ପାର୍ଥିବ ଶରୀର । ସ୍ଵର୍ଗଦ୍ଵାରରେ ବରିଷ୍ଠ ସାହିତ୍ୟିକ ସାତକଡି ହୋତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଜିଲ୍ଲାପାଳ ବିଜୟ କୁମାର ଦାସଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନଙ୍କ ଉପସ୍ଥିତିରେ ଶେଷକୃତ୍ୟ ସଂପନ୍ନ ହୋଇଛି । ତୋପ ସଲାମି ପରେ ବଡ଼ପୁଅ ସଂଜୀବ ହୋତା ମୁଖାଗ୍ନି ଦେଇଥିଲେ। ଗତକାଲି ବରିଷ୍ଠ ସାହିତ୍ୟିକ ସାତକଡି ହୋତାଙ୍କ ପରଲୋକ ହୋଇଥିଲା । ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଥିଲେ ସାତକଡି ହୋତା।

Show More

Related Articles

Back to top button