ଦେଶଦେଶ ବିଦେଶମୁଖ୍ୟ ଖବର

କ୍ରିକେଟର ଶୁବମନ ଗିଲ୍‌ ଡେଙ୍ଗୁରେ ଆକ୍ରାନ୍ତ

କ୍ରିକେଟର ଶୁବମନ ଗିଲ୍‌ ଡେଙ୍ଗୁରେ ଆକ୍ରାନ୍ତ । ଭୀଷଣ ଜ୍ୱର ପରେ ହୋଇଥିବା ଟେଷ୍ଟ ରିପୋର୍ଟରୁ ପଜିଟିଭ ସୂଚନା ମିଳିଛି । ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଶୁବମନଙ୍କ ଖେଳିବା ନେଇ ସସ୍‌ପେନ୍ସ ଦେଖାଦେଇଛି । ଆଜି ପୁଣି ଥରେ ଟେଷ୍ଟ କରାଯିବ, ରିପୋର୍ଟ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ଶୁବମନ ନ ଖେଳିଲେ ଇଶାନ କିଷନ ଓପନିଂ କରିପାରନ୍ତି ।

Show More

Related Articles

Back to top button