Breaking PLUSଓଡ଼ିଶାମୁଖ୍ୟ ଖବର

ରେଳଧାରଣାରୁ ଦୁଇଟି ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

କୋରାପୁଟ : ରେଳ ଧାରଣାରୁ ୨ ଯୁବକଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣା ଜର୍ଟି ରେଳ ଷ୍ଟେସନରେ ଘଟିଛି। ଷ୍ଟେସନ ନିକଟରେ ଧାରଣାରେ ପଡିଛି ଦୁଇ ମୃତଦେହ। ଟ୍ରେନ୍‌‌ରୁ ଖସି ନା ଅନ୍ୟ କେଉଁ କାରଣରୁ ମୃତ୍ୟୁ ହୋଇଛି,ତାହା ଅସ୍ପଷ୍ଟ ରହିଛି। ମୃତକଙ୍କ ପରିଚୟ ମିଳିନାହିଁ। ଖବର ପାଇ ଜିଆରପି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Show More

Related Articles

Back to top button